www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ଏହି ଏଟିଏମରେ ସୁନା ଦେଲେ ମିଳେ ଟଙ୍କା

ନୂଆଦିଲ୍ଲୀ : ଗୋଟିଏ ସମୟ ଏପରି ଥିଲା ଯେ ଲୋକେ ଟଙ୍କା ପାଇଁ ବ୍ୟାଙ୍କ ସାମ୍ନାରେ ଧାଡିରେ ଛିଡା ହେଉଥିଲେ । ଏହାପରେ ଧିରେ ଧିରେ ବଜାରକୁ ଏଟିଏମ ଆସିବା ପରେ ଲୋକେ ଅଧିକ ସୁବିଧା ପାଇଲେ । ଟଙ୍କା ଉଠାଇବାକୁ ଆଉ ବ୍ୟାଙ୍କକୁ ବାରମ୍ବାର ଯିବାକୁ ଆବଶ୍ୟକ ପଡିଲା ନାହିଁ।

କିନ୍ତୁ ଆପଣ ଜାଣନ୍ତି କି,ଏପରି ଏକ ଏଟିଏମ ରହିଛି, ଯେଉଁଥିରେ ସୁନା ଦେବା ଦ୍ୱାରା ଟଙ୍କା ଉଠାଇ ପାରିବେ । ନିକଟରେ ଚୀନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

- Advertisement -

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ମେ’ ମାସରେ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା, ବ୍ୟବସାୟ

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଏଟିଏମ ଭଳି ଏକ ମେସିନ୍‌ ରହିଛି । ଏଥିରେ ଲୋକେ ସୁନା କିଛି ରଖୁଛନ୍ତି। ମେସିନ୍‌କୁ ସୁନା ମିଳିବା ପରେ ସୁନାର ଶୁଦ୍ଧତା ଓ ଓଜନ ମାପିବା ପରେ ସଠିକ୍‌ ମୂଲ୍ୟର ଟଙ୍କା ମେସିନ୍‌ରୁ ବାହାରୁଛି।

ସବୁଠାରୁ ବଡ ବିଶେଷତ୍ୱ ହେଉଛି, ମେସିନ୍‌କୁ ସୁନା ଦେବା ସମୟରେ କୌଣସି କାଗଜପତ୍ରର ଆବଶ୍ୟକତା ପଡୁନାହିଁ। ସୁନା ଦେଇ ଟଙ୍କା ମେସିନ୍‌ରୁ ଆସିବାକୁ ୩୦ମିନିଟ୍‌ ସମୟ ଲାଗୁଛି । ଲୋକେ ଭିଡିଓ ଦେଖିବା ପରେ ଏହାକୁ ପ୍ରଯୁକ୍ତିବିଦ୍ୟାର ଏକ ଚମତ୍କାର ବୋଲି କହିଛନ୍ତି। ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ

ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍‌

ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories