ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍‌

ନୂଆଦିଲ୍ଲୀ : ସାଂଘାଇରେ ଏପରି ଏକ ରେସ୍ତୋରାଁ କେବଳ ଖାଦ୍ୟର ସ୍ୱାଦ ପାଇଁ ବରଂ ଖାଦ୍ୟ ପ୍ରସ୍ତୁତି କରିବାର ଚିନ୍ତାଧାରାରେ କିଛି ଭିନ୍ନତା ଦେଖାଯାଏ। ଏଠାକୁ ଲୋକେ କେବଳ ଖାଦ୍ୟ ଖାଇ ପେଟ ଭର୍ତ୍ତି କରିବାକୁ ନୁହେଁ ବରଂ ଭିନ୍ନ ଅନୁଭୂତି ପାଇଁ ଆସି ଥାନ୍ତି । ଏଠାରେ ବିକ୍ରି ହେଉଥିବା ବ୍ୟଞ୍ଜନର କିଛି କାହାଣୀ ମଧ୍ୟ ରହିଛି। ମାତ୍ର ଏହି ରେସ୍ତୋରାଁ ଏବେ ନିଜ ଖାଦ୍ୟ ତାଲିକାରେ ହାତୀର ଗୋବରରୁ ପ୍ରସ୍ତୁତ ମିଠା ସାମିଲ କରିଛି। … Continue reading ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍‌