ଯାଜପୁର : ଗର୍ଭବତୀ ନାବାଳିକାଙ୍କୁ ପୋଡି ମାରିବା ଘଟଣାରେ ବାପା-ମାଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଫାଷ୍ଟ୍ ଷ୍ଟ୍ରାକ୍ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ନାବାଳିକାଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡି ବାପା-ମାଆ ନଦୀରେ ଭସାଇ ଦେଇଥିଲେ। ଏହି ମାମଲାର ଫଇସଲା ହୋଇ କୋର୍ଟ ବାପା-ମାଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
- Advertisement -



