www.samajalive.in
Saturday, December 13, 2025
26.1 C
Bhubaneswar

୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ନେଉ ନାହାନ୍ତି ପରିବାର

ଉଦଳା : ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନ୍ୟାୟ ଦାବିରେ ମୃତଦେହ ନେଉନାହାନ୍ତି ପରିବାର। ପ୍ରାୟ ୧୧ ଘଣ୍ଟାରୁ ଅଧିକ ହେବ ମେଡିକାଲରେ ପଡି ରହିଛି ମୃତଦେହ। ଗତକାଲି ଶାଳଖୁଣ୍ଟା ସ୍ଥିତ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଜବତ କରାଯାଇଥିଲା। ବାଉଁଶ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା।

ଦେଖନ୍ତୁ ଭିଡିଓ ; ଅଜଗର ସହ ନେଉଥିଲେ ସେଲଫି, ଆଉ ତା’ପରେ..

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories