www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଅଜଗର ସହ ନେଉଥିଲେ ସେଲଫି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ। ନିକଟରେ ଏକ ବିଶାଳକାୟ ଅଜଗର ସାପ ଓ ଯୁବକଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। ଭିଡିଓଟିକୁ ଦେଖିଲେ ଭୟଭୀତ ମଧ୍ୟ ଲାଗିବ।
ଭିଡିଓରେ ଦେଖିପାରିବେ, ଗାଁରେ ଲୋକେ ଏକ ବିଶାଳକାୟ ଅଜଗରକୁ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଲୋକେ ଅଜଗର ସାପକୁ ଧରିଛନ୍ତି । ମାତ୍ର ଏହି ସମୟରେ ଏପରି କିଛି ଘଟିଥିଲା, ଯାହା କେହି କଳ୍ପନା ମଧ୍ୟ କରିନଥିବେ।

- Advertisement -

ଲୋକେ ଅଜଗରକୁ ଧରି ରଖିଥିବା ବେଳେ ଜଣେ ଯୁବକ ମୋବାଇଲ୍‌ ନେଇ ସେଠାରେ ପହଞ୍ଚିଛନ୍ତି। ଅଜଗର ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି । ଫଟୋ ଉଠାଇବା ସମୟରେ ହିଁ ଯୁବକଙ୍କ ଉପରେ ଅଜଗର ସାପ ଆକ୍ରମଣ କରି ଦେଉଛି। ଏହା ଦେଖି ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଭିଡିଓକୁ ଏଯାଏଁ ହଜାର ହଜାର ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories