www.samajalive.in
Sunday, December 14, 2025
26.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ବାରହା ମୃତ

ଗୁରୁଡିଝାଟିଆ: ଗାଡ଼ି ଧକ୍କାରେ ଆଜି ଏକ ବାରହାର ମୃତ୍ୟୁ ଘଟିଛି। ମୃତ ବାରହାକୁ ବନ ବିଭାଗ ଉଦ୍ଧାର ପରେ ବ୍ୟବଚ୍ଛେଦ କରିଥିଲା। ବ୍ୟବଚ୍ଛେଦ ପରେ ବନ ବିଭାଗ କାର୍ଯ୍ୟାଳୟ ପରିସରରେ  ବାରହା ମୃତଦେହକୁ ପୋତି ଦେଇଥିଲା।

ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାଳପଡା ମୌଜାର ଏକ ପେଟ୍ରୋଲ ପମ୍ପ ଠାରୁ କିଛି ଦୂରରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଯୋଗୁଁ ପ୍ରାୟ ଦୁଇ କୁଇଣ୍ଟାଲ ଓଜନ ବାରହାର ମୃତ୍ୟୁ ହୋଇଥିଲା।ଖାଦ୍ୟ ସନ୍ଧାନ ଅନ୍ବେଷଣରେ ଜଙ୍ଗଲରୁ ଖେତକୁ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସଂପର୍କରେ ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ନୀଳ ମାଧବ ସାହୁ ଦୁର୍ଘଟଣା ସ୍ଥଳ ରେ ପହଞ୍ଚି ମୃତ ବାରହାଟିକୁ ଉଦ୍ଧାର କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories