www.samajalive.in
Saturday, December 6, 2025
15.1 C
Bhubaneswar

ବୋଲେରୋ-ହାଇଓ୍ବା ଧକ୍କା, ୩ ବିଦ୍ୟୁତ କର୍ମଚାରୀ ମୃତ

ସୁବର୍ଣ୍ଣପୁର: ବିଦ୍ୟୁ‌ତ୍‌ କର୍ମଚାରୀଙ୍କ ଗାଡ଼ିକୁ ଏକ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ବିଦ୍ୟୁତ କର୍ମଚାରୀଙ୍କ ଗାଡି ବୋଲେରୋ ଓ ସାମ୍ନାପଟୁ ଆସୁଥିବା ଏକ ହାଇୱା ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋରେ ଥିବା ୩ ବିଦ୍ୟୁତ୍‌ କର୍ମଚାରୀ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories