www.samajalive.in
Saturday, December 6, 2025
23.1 C
Bhubaneswar

ରାଜାଙ୍କ ଘରେ ପୁଣି ଇଓଡବ୍ଲୁ ଚଢାଉ

ଭୁବନେଶ୍ଵର: ବିଜେଡି ନେତା ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ରଙ୍କ କେନ୍ଦୁଝର ଘରେ ପୁଣି ଥରେ ଇଓଡବ୍ଲୁ ର ରେଡ୍। ବହୁ ଚର୍ଚ୍ଚିତ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିଂ ଟଙ୍କା ହେରଫେର ମାମଲାରେ ପୁଣି ଇଓଡବ୍ଲୁ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି। ଜଣେ ଏସପିଙ୍କ ନେତୃତ୍ଵ​‌ରେ ଗୋଟିଏ ଟିମ୍ ରାଜାଙ୍କର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ ଜାରି ରଖିଛି। ପୂର୍ବରୁ ରାଜା ଚକ୍ରଙ୍କୁ ଗିରଫ କରାଯାଇଥିବା ପରେ ଇଓଡବ୍ଲୁ ତାଙ୍କୁ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ବେଳେ ପାଇଥିବା କିଛି ତଥ୍ୟ ଆଧାରରେ ଇଓଡବ୍ଲୁ ପୁଣି ଥରେ ତାଙ୍କ ଘରେ ଛାନଭିନ୍ କରୁଥିବା କୁହାଯାଉଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories