www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ, ସୂଚନା ଦେଲେ ବୌଦ୍ଧ ଏସ୍‌‌ପି

ବୌଦ୍ଧ: ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଆଇଆରବି ଯବାନଙ୍କୁ ବୌଦ୍ଧ ପୁଲିସ ଗିରଫ କରାଯାଇଛି ବୋଲ ବୌଦ୍ଧ ଏସପି ରାହୁଲ ଗୋଏଙ୍କା ସୂଚନା ଦେଇଛନ୍ତି।

ବୌଦ୍ଧ ଜିଲାର ମନମୁଣ୍ଡା ପୁଲିସ ବ୍ୟାରେକ୍‌‌ରେ ଚଢ଼ାଉ ପରେ ୩ଜଣ ଯବାନଙ୍କୁ ଗିରଫ କରିଛି। ବ୍ୟାରେକ୍‌‌ରେ ଚଢ଼ାଉ ସମୟରେ ୩ଜଣ ଯବାନଙ୍କଠାରୁ ୧୫କେଜି ଗଞ୍ଜେଇ ମିଳିଥିଲା। ୩ ଯବାନଙ୍କଠାରୁ ମିଳିଥିବା୧୫ କେଜି ଗଞ୍ଜେଇକୁ ମନମୁଣ୍ଡା ପୁଲିସ ଜବତ କରିଛି। ମନମୁଣ୍ଡା ପୁଲିସ ୩ ଜଣ ଯବାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବୋଲି ବୌଦ୍ଧ ଏସପି ରାହୁଲ ଗୋଏଙ୍କା ପ୍ରକାଶ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories