www.samajalive.in
Friday, December 5, 2025
20.1 C
Bhubaneswar

ପାନ ଦୋକାନରେ ନିଶା କାରବାର: ବିପୁଳ ଗଞ୍ଜେଇ ଓ ସିଗାରେଟ୍ ଜବତ

ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଖୁଲମଖୁଲା ଭାବେ ସବୁଠି ଗଞ୍ଜେଇ କାରବାର ଚାଲିଛି। ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ଛକ ସ୍ଥାନ ମାନଙ୍କରେ ଥିବା ଚା ଏବଂ ପାନ ଦୋକାନ ଗୁଡିକରେ ରେଡ୍ କରାଯାଇଛି। ବିପୁଳ ଗଞ୍ଜେଇ ଓ ସିଗାରେଟ୍ ଜବତ କରିବା ସହ  ଏକାଧିକ ଯୁବକଙ୍କୁ ଧରିଛି କ୍ରାଇମ୍ ୟୁନିଟ୍। ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ୨ ନିଶାଡ଼ି ଅଟକ ରହିଛନ୍ତି । ଏବେ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ରେଡ ଚାଲିଛି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories