www.samajalive.in
Saturday, December 13, 2025
26.1 C
Bhubaneswar

କୋଇଲା ବୋଝେଇ ପିକ୍ଅପ୍ ଜବତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ  ଅଗାପୁର-ପଦ୍ମପୁର ରାସ୍ତାରୁ ପୁଲିସ୍ ଏକ କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବଦ କରିଛି। କୋଇଲା ଚାଲାଣ ହେଉଥିବା ଖବରପାଇ କିଛି ସ୍ଥାନୀୟ ଯୁବକ ପୁଲିସ କୁ ଖବର ଦେଇଥିଲେ।  ଗାଡିଟି ପଦ୍ମପୁର ରାସ୍ତାରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡିଥିଲା। ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories