www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ରିଲ୍ସ କରୁଥିଲେ ମହିଳା, ଓଢଣୀରେ ଲାଗିଲା ନିଆଁ, ଆଉ ତା’ପରେ..

ନୂଆଦିଲ୍ଲୀ : ଅନେକ ସମୟରେ ରିଲ୍ସ କରିବାର ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ବେଶ ଭୟଭୀତ କରିଥାଏ । ରିଲ୍ସ ନିଶାରେ ଯୁବକ ହୁଅନ୍ତୁ ଅଥବା ଯୁବତୀ ନିଜ ଜୀବନକୁ ବିପଦରେ ପକାଇବା ସହ ଅନେକ ମୂଲ୍ୟବାନ୍‌ ଜୀବନ ଏଥିପାଇଁ ଚାଲି ଯାଇଥାଏ। କିଛି ଭିଡିଓ ସଭିଁଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓଟି ଜଣେ ମହିଳାଙ୍କର।

- Advertisement -

ଭିଡିଓରେ ଦେଖିପାରିବେ, ଜଣେ ମହିଳା ଗ୍ୟାସ୍‌ରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ସେହି ସମୟରେ ଗ୍ୟାସ୍‌ ପାଖରେ ମୋବାଇଲ୍‌ ରଖି ଭିଡିଓ ରେକର୍ଡ କରୁଥିଲେ । ମାତ୍ର ସେହି ସମୟରେ ଏଭଳି ହିଁ କିଛି ଘଟିଥିଲା, ଯାହା କେହି କେବେ କଳ୍ପନା ମଧ୍ୟ କରି ନଥିବେ । ମହିଳା ଜଣକ ସେଠାରୁ ତୁରନ୍ତ ଦୌଡି ଯାଇ ନିଜ ଜୀବନ ରକ୍ଷା କରିଥିଲେ।
ମହିଳା ଜଣକ ରୋଷେଇ ଘରେ ଗ୍ୟାସ୍‌ ଉପରେ କୁକର ରଖି ଖାଦ୍ୟ ପ୍ରସ୍ତୁତ କରୁଥିଲେ । ସେହି ସମୟରେ ଫୋନ୍‌ରେ ଗୀତ ବଜାଇ ରିଲ୍ସ କରିବା ଆରମ୍ଭ କରିଥିଲେ । ମାତ୍ର ସେହି ସମୟରେ ମହିଳାଙ୍କ ଓଢଣୀରେ ନିଆଁ ଲାଗି ଯାଇଥିଲା। ସେ ତୁରନ୍ତ ଓଢଶୀ କାଢି ସେଠାରୁ ଦୌଡି ପଳାଇଥିଲେ। ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..

ଛି ଛି ଛି.. ଭିଡିଓ ଦେଖି ଲୋକେ କହିଲେ,ନଳା ପାଣିରେ ପରିବା ଧୋଉଥିଲେ ଦୋକାନୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories