ଛି ଛି ଛି.. ଭିଡିଓ ଦେଖି ଲୋକେ କହିଲେ,ନଳା ପାଣିରେ ପରିବା ଧୋଉଥିଲେ ଦୋକାନୀ

ନୂଆଦିଲ୍ଲୀ : ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ପୋଷକ ତତ୍ତ୍ୱରେ ଭରପୁର ସବୁଜ ପନିପରିବା ଭିଟାମିନ୍‌, ପ୍ରୋଟିନ୍‌ ଓ ମିନେରାଲ୍ସ ରହିଛି। ଏହି କାରଣରୁ ଡାକ୍ତର ମଧ୍ୟ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସତେଜ ପନିପରିବା ନିଜ ଖାଦ୍ୟରେ ସାମିଲ କରି ଥାନ୍ତି, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ଓ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ପନିପରିବା କିଣିବା ପାଇଁ … Continue reading ଛି ଛି ଛି.. ଭିଡିଓ ଦେଖି ଲୋକେ କହିଲେ,ନଳା ପାଣିରେ ପରିବା ଧୋଉଥିଲେ ଦୋକାନୀ