୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..

ଜ୍ୟୋତିଷ ଶାସ୍ତ୍ରରେ ସମୟ ଅନୁଯାୟୀ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଏହି ଚଳନ କାରଣରୁ ଅନେକ ଅଦ୍ଭୁତ ସଂଯୋଗ ମଧ୍ୟ ହୋଇଥାଏ । ମାର୍ଚ୍ଚ ମାସରେ ଅନେକ ଶକ୍ତିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ । ୨୯ ମାର୍ଚ୍ଚରେ ଆଂଶିକ ସୂର୍ଯ୍ୟଗ୍ରହଣ ହେବାକୁ ଯାଉଛି । ଏହି ଦିନ ହିଁ ଶନି କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଗ୍ରହଣ … Continue reading ୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..