www.samajalive.in
Sunday, December 7, 2025
26.1 C
Bhubaneswar

ମାର୍ଚ୍ଚରେ ଶୁକ୍ର ହେବେ ଅସ୍ତ ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କୁ ସୁଖ-ସମୃଦ୍ଧି, ଧନ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟର କାରକ ବୋଲି କୁହାଯାଏ । ଯେଉଁମାନଙ୍କ ଜାତକରେ ଗୁରୁଙ୍କ ସ୍ଥିତି ମଜଭୁତ ରହିଥାଏ, ସେମାନେ ଧନୀ ହେବା ସହ ଜୀବନରେ ସୁଖସମୃଦ୍ଧି ସର୍ବଦା ରହିଥାଏ । ଚଳିତ ବର୍ଷ ୧୯ ମାର୍ଚ୍ଚରେ ସନ୍ଧ୍ୟା ୬ଟା ୪୯ ମିନିଟ୍‌ରେ ଗୁରୁ ଗ୍ରହ ସୂର୍ଯ୍ୟଙ୍କ ନିକଟ ହେବା କାରଣରୁ ଅସ୍ତର ସ୍ଥିତିରେ ରହିବେ ଓ ୨୩ ମାର୍ଚ୍ଚରେ ଅସ୍ତ ହିଁ ରହିବେ । ଶୁକ୍ର ୧୯ ମାର୍ଚ୍ଚରେ ସନ୍ଧ୍ୟା ୬ଟା ୪୯ ମିନିଟରେ ଅସ୍ତ ହେବେ । ଶୁକ୍ରଙ୍କ ଏହି ଚଳନ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ପ୍ରଭାବ ପକାଇଲେ ମଧ୍ୟ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । କରଜରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହୋଇ ହଠାତ୍‌ ଧନ ପ୍ରାପ୍ତି ହେବ । ଯାତ୍ରାର ଯୋଗ ସହ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ବିଶେଷ କୃପା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦୀର୍ଘ ଦିନର ରୋଗ ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ବ୍ୟବସାୟରେ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟ ହାସଲ କରିବେ । ପରିବାର ଓ ବନ୍ଧୁଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।

ସିଂହ- ଲହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ଧନ ଲାଭ ସହ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ସୁଖସମୃଦ୍ଧି ବୃଦ୍ଧି ସହ ଅଟକି ଥିବା କାମ ପୂରଣ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ ।

ଜିଓ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଡାଟା-କଲିଙ୍ଗ୍‌ ସହ ଏସବୁ ସୁବିଧା..

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories