ଚମ୍ପିଆନ୍ସ ଟ୍ରଫି ଭାରତ-ପାକିସ୍ତାନ ଲଢେଇ: ବୋଲିଂ କରିବ ଭାରତ

ଦୁବଇ: ଆଇସିସି ଚମ୍ପିଆନ୍ସ ଟ୍ରଫିରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଦୁବଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ। ପାକିସ୍ତାନ ଅଧିନାୟକ ରିଜୱାନ ପ୍ଲେଇଙ୍ଗ-୧୧ରେ ଏକ ପରିବର୍ତ୍ତନ କରିଛନ୍ତି। ଆହତ ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ ହକ୍ ଖେଳୁଛନ୍ତି। ଅପରପକ୍ଷେ, ଭାରତର ଅଧିନାୟକ ରୋହିତ ପ୍ଲେଇଙ୍ଗ-୧୧ରେ କୌଣସି ପରିବର୍ତ୍ତନ କରିନାହାନ୍ତି।

 

Comments are closed.