www.samajalive.in
Sunday, December 14, 2025
26.1 C
Bhubaneswar

ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ସମ୍ୱର୍ଦ୍ଧିତ

ଭୁବନେଶ୍ୱର : ସ୍ଥାନୀୟ ରୋଟାରୀ ଭବନ ଠାରେ ‘ନୃତ୍ୟାୟନ’ ପରିବାର ଦ୍ୱାରା ଆୟୋଜିତ ଉତ୍ସବରେ ଗୁରୁ ଶ୍ରୀ ଦୁର୍ଗାଚରଣ ରଣବୀରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି।
ପ୍ରକାଶଥାଉକି, ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ନିଜ ସାରସ୍ୱତ ସାଧନ ପାଇଁ ଓଡିଶାକୁ ଦେଶ ବିଦେଶରେ ପରିଚିତ କରିଛନ୍ତି। ଓଡିଶୀ ନୃତ୍ୟକୁ ବିଦେଶରେ ପରିଚିତ କରିଛନ୍ତି। ଦେଶ ବିଦେଶରେ ଅନେକ ଛାତ୍ରଛାତ୍ରୀ ତାଙ୍କୁ ପ୍ରେରଣା ଓ ଗୁରୁ ରୂପେ ମାନନ୍ତି। ସଙ୍ଗୀତ ମହାବିଦ୍ୟାଳୟରେ ପାଠପଢ଼ା ପରେ ସେ ଓଡିଶୀ ନୃତ୍ୟକୁ ହିଁ ବାଛିଥିଲେ। ନିଜ ଝିଅ ଗାୟତ୍ରୀକୁ ମଧ୍ୟ ଓଡିଶୀ ଶିଖାଇଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଭିନେତ୍ରୀ ପ୍ରତିଭା ପଣ୍ଡା ସମେତ ଓଡିଶୀ ନୃତ୍ୟ ସହ ଜଡିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories