www.samajalive.in
Monday, December 8, 2025
13.1 C
Bhubaneswar

ତୁଷୁରା ସହରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ତୁଷୁରା : ବଲାଙ୍ଗିର ଜିଲ୍ଲା ତୁଷୁରା ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳୁ ସକାଳୁ ତୁଷୁରା ତହସିଲ ପକ୍ଷରୁ ଖର୍ଡ଼ା – ତୁଷୁରା ରାସ୍ତାରେ ଜବରଦଖଲ ଉଚ୍ଛେଦ ହେଉଛି। ସରକାରୀ ରାସ୍ତା କୁ ଜବର ଦଖଲ କରି ରଖିଥିବା କିଛି ଲୋକ ପୂର୍ବରୁ ନିଜ ଇଚ୍ଛାରେ ଘର ଭାଙ୍ଗିଦେଇଛନ୍ତି। କିନ୍ତୁ ଏବେ ପ୍ରଶାସନ ଜେସିବି ଧରି ଆସିବା ପରେ କିଛି ଲୋକ ଜଗା ନ ଛାଡ଼ିବା ପାଇଁ ଅଡି ବସିଛନ୍ତି। ତେବେ ଜେସିବି ରେ ଘର ଭଙ୍ଗା କାମ ଆରମ୍ଭ ହୋଇଥିବାବେଳେ ଚାପା ଉତ୍ତେଜନା କୁ ଆଖି ଆଗରେ ରଖି ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories