www.samajalive.in
Sunday, December 14, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ହାତୀ ଠାରୁ ଆରମ୍ଭ କରି ସିଂହକୁ ଶକ୍ତିଶାଳୀ ଜୀବ କୁହାଯାଏ। ଅନେକ ଥର ଜୀବଜନ୍ତୁଙ୍କ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ବେଶ ଭୟଭୀତ ସହ ରୋମାଞ୍ଚକର ମଧ୍ୟ। କେତେକ ସମୟରେ ହାତୀ ସିଂହ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଅନେକ ଘଟଣା ମାଧ୍ୟମରେ ସାମ୍ନାକୁ ଆସିଥାଏ। ନିକଟରେ ସେଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।


ଭିଡିଓରେ ଦେଖିପାରିବେ, ଜଙ୍ଗଲରେ ଏକ ନଦୀରେ କିଛି ହାତୀ ପାଣି ପିଉଛନ୍ତି । ମାତ୍ର ହଠାତ୍‌ ସେହି ସମୟରେ ଏକ କୁମ୍ଭୀର ହାତୀ ଉପରେ ଆକ୍ରମଣ କରିବା ସହ ନିଜ ପାଟିରେ ହାତୀର ଶୁଣ୍ଢକୁ କାମୁଡି ଧରିଥିଲା। ଏହାପରେ ଯାହା ଘଟିଲା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ । ହାତୀ ନିଜ ଶୁଣ୍ଢକୁ ପାଣିରେ ଖୁବ୍‌ ଜୋରରେ ବାଡେଇଥିଲା । କୁମ୍ଭୀର ହାତୀର ଶକ୍ତି ସାମ୍ନାରେ ହାର୍‌ ମାନି ସେଠାରୁ ପଳାଇଥିଲା।
ଭାଇରାଲ୍‌ ହେବା ପରେ ଲୋକେ ଥରେ ନୁହେଁ ବରଂ ବାରମ୍ବାର ଭିଡିଓକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏଯାଏଁ ଲକ୍ଷ ଲକ୍ଷ ଲୋକେ ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

- Advertisement -

ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories