www.samajalive.in
Saturday, December 6, 2025
16.1 C
Bhubaneswar

ମହାକାଶରୁ ମହାକୁମ୍ଭର ଫଟୋ ଉତ୍ତୋଳନ, ଇଣ୍ଟରନେଟ ଉପଭୋକ୍ତାମାନେ ଖୁସିରେ ବିଭୋର

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ କେବଳ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁନାହିଁ, ବରଂ ମହାକାଶରେ ଅବସ୍ଥାନ କରୁଥିବା ମହାକାଶଚାରୀମାନେ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି। ଆନ୍ତର୍ଜାତିକ ସ୍ପେସ୍‌ ​ଷ୍ଟେସନ (ଆଇଏସ୍‌ଏସ୍‌)ରେ ଅବସ୍ଥାନ କରୁଥିବା ମହାକାଶଚାରୀ ଡନ୍‌ ପେଟିଟ୍‌ ବିଶ୍ବର ଏହି ବିଶାଳ ଧାର୍ମିକ ସମାବେଶର ଫଟୋ ଉତ୍ତୋଳନ କରିଛନ୍ତି। ରାତିରେ ଉତ୍ତୋଳନ କରାଯାଇଥିବା ଏହି ଫଟୋରେ ମହାକୁମ୍ଭ ସ୍ଥଳ ଆଲୋକମାଳାରେ ଝଲସୁ ଥିବା ଲକ୍ଷ୍ୟ କରାଯାଇଛି। ଏହି ଫଟୋକୁ ନେଇ ଇଣ୍ଟରନେଟ ଉପଭୋକ୍ତାମାନେ ଖୁସିରେ ବିଭୋର ହୋଇପଡିଥିବାବେଳେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories