www.samajalive.in
Friday, December 12, 2025
14.1 C
Bhubaneswar

ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା, ଖାଇଗଲା ଧାନ ଚାଉଳ

ପାଟଣା : ପାଟଣା ରେଞ୍ଜ ଅନ୍ତର୍ଗତ ସରାସକୋଲା ପଞ୍ଚାୟତର ବଡ଼ ଯାମୁପଶି ଗ୍ରାମର କର୍ଣ୍ଣ କୁମାର ମହାନ୍ତ ରବିବାର ରାତିରେ ସପରିବାର ଖାଇ ସାରି ଶୋଇବା ସମୟରେ ହଠାତ୍ ଏକ ଗୋଠ ଛଡା ଦନ୍ତା ଜଙ୍ଗଲ ଭିତରୁ ବାହାରି ଆସି କର୍ଣ୍ଣଙ୍କ ବାଡ଼ି ଭିତରେ ପ୍ରବେଶ କରିବା ସହ ଦୁଇଟି ଘର ଭାଙ୍ଗି ଦେଇଥିଲା। ସେହି ଘର ଭିତରେ ଥିବା ୧୦ଟି ଧାନ ବସ୍ତା ଓ ଚାଉଳ ବସ୍ତା ଟାଣି ଖାଇବା ସହ ନଷ୍ଟ କରିଦେଇଥିଲା। ତୁରନ୍ତ ପରିବାର ଲୋକେ ହୋ ହାଲ୍କା କରିଥିଲେ ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଧାଇଁ ଆସି ହାତୀକୁ ଘଉଡ଼ାଇ ଦେଇଥିଲେ। ପାଟଣା ବନପାଳ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ବନ ବିଭାଗ ପକ୍ଷରୁ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories