www.samajalive.in
Sunday, December 14, 2025
15.1 C
Bhubaneswar

କପିଲ ଶର୍ମା, ରାଜପାଲ ଯାଦବ, ରେମୋ ଡିସୌଜା, ସୁଗନ୍ଧା ମିଶ୍ରଙ୍କୁ ହତ୍ୟା ଧମକ

ସମାଜ ଡିଜିଟାଲ ଡେସ୍କ: ହାସ୍ୟାଭିନେତା କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ ଏବଂ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହତ୍ୟା ଧମକ ମିଳିଛି। ପାକିସ୍ତାନରୁ ମେଲ୍‌  ଜରିଆରେ ଏହି ଧମକ ଦିଆଯାଇଛି। ଏହା ସହିତ ଏହି ସେଲିବ୍ରିଟିମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏ ସମ୍ପର୍କରେ ଅଭିନେତା ରାଜପାଲ ଯାଦବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧମକପୂର୍ଣ୍ଣ ମେଲରେ ବିଷ୍ଣ ନାମରେ ଦସ୍ତଖତ ରହିଛି। ପ୍ରାଥମିକ ତଦନ୍ତରୁ ମେଲଗୁଡ଼ିକ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି।

ସେହିପରି ଅଭିନେତ୍ରୀ ସୁଗନ୍ଧା ମିଶ୍ର ମଧ୍ୟ ଓସିୱାରା ଥାନାରେ ଅନୁରୂପ ଅଭିଯୋଗ ଆଣିଛନ୍ତି। ତାଙ୍କୁ ବି ହତ୍ୟା ଧମକ ମିଳିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories