www.samajalive.in
Friday, December 5, 2025
20.1 C
Bhubaneswar

କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ସିନ୍‌ ରିକ୍ରିଏସନ୍‌

ବରଗଡ : ବରଗଡ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ସିନ୍ ରିକ୍ରିଏସନ୍। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଧରି ପୁଲିସ୍  କୁର୍ଲା ଜଙ୍ଗଲରେ ସିନ୍ ରିକ୍ରିଏସନ୍ କରିଛି। ଏଥିପାଇଁ ଅଭିଯୁକ୍ତକୁ ବରଗଡ ଡାଉନ୍ ଥାନାରୁ ପୁଲିସ୍ କଡା ସୁରକ୍ଷାରେ ଜଙ୍ଗଲକୁ ନେଇଥିଲା। କୁର୍ଲା ଜଙ୍ଗଲରେ ପୁଲିସକୁ ସବୁ ଘଟଣା ଦେଖାଇଛି ଅଭିଯୁକ୍ତ। ତେବେ ରାକେଶ କାହିଁକି ଯୁବତୀ ଜଣଙ୍କୁ ଜଙ୍ଗଲକୁ ନେଇଥିଲେ, କେମିତି ଏବଂ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୁଣ୍ଡରେ ଆଘାତ ଲାଗିଲା, ସେସବୁର ଡେମୋ ଦେଖାଇଛି ଅଭିଯୁକ୍ତ। ତେବେ ଗତକାଲି ରାକେଶ  ଭାଇଜାଗରୁ ଆସୁଥିବା ବେଳେ ଟିଟିଲାଗଡ଼ ରେଳଷ୍ଟେସନରୁ ବରଗଡ଼ ପୁଲିସର ଏକ ଟିମ୍‌ ତାକୁ କାବୁ କରି ଗିରଫ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories