www.samajalive.in
Sunday, December 14, 2025
26.1 C
Bhubaneswar

ମହଙ୍ଗା ପଡିଲା ନିଶାସକ୍ତ ହୋଇ ଡ୍ୟୁଟି ଆସିବା ; ଆରଆଇ ମାର୍ସାଲ ନିଲମ୍ବିତ

କୋଣାର୍କ : ନିଲମ୍ବିତ ହେଲେ ବୌଲାଙ୍ଗ ଆରଆଇ ମାର୍ସାଲ ପ୍ରଧାନ। ନିଶାସକ୍ତ ଅବସ୍ଥାରେ ଲୋକଙ୍କ ସହ ର୍ଦୁବ୍ୟବହାର କରିଥିବା ଅଭିଯୋଗରେ ଗୋପ ତହସିଲ ଅନ୍ତର୍ଗତ ବୌଲାଙ୍ଗ ଆରଆଇ ମାର୍ସାଲ ପ୍ରଧାନ ବୁଧବାର ନିଲମ୍ବିତ ହୋଇଛନ୍ତି । ଉପଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି । ଡ୍ୟୁଟି ସମୟରେ ନିଶାସକ୍ତ ହେବା ପ୍ରମାଣ ମିଳିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ‘ହିରୋ ଡେଷ୍ଟିନି ୧୨୫’ ; ଦାମ୍‌ ଏତିକି..

- Advertisement -

ଦେଖନ୍ତୁ ଭିଡିଓ; ଜ୍ୱାଇଁଙ୍କ ପାଇଁ ଭବ୍ୟ ଆୟୋଜନ, ପରଷା ଗଲା ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories