www.samajalive.in
Sunday, December 14, 2025
23.1 C
Bhubaneswar

ଚତୁର୍ଥ ଶ୍ରେଣୀ ମେଡିକାଲ କର୍ମଚାରୀଙ୍କ ୬ଦଫା ଦାବି ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀମାନ ବିଭିନ୍ନ ଦାବୀ ନେଇ ୬ ଦଫା ଦାବିପତ୍ର  କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି ଯେ, ଅନ୍ୟ ଗ୍ରୁପ୍ର କର୍ମଚାରୀମାନଙ୍କର ଦାବୀ ଗୁଡ଼ିକ ସରକାର ବିଚାର କରି ଦାବୀ ଗୁଡ଼ିକର ସମାଧାନ କରିଆସୁଛନ୍ତି। କିନ୍ତୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର କୌଣସି ବି ଦାବୀ ଆଜି ଯାଏଁ ସରକାର ନିଜ ବିଚାରାଧନ ପରସିରକୁ ଆଣି ନାହାଁନ୍ତି। ସେଥିପାଇଁ ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀ ଆମ୍ଭ ଦାବୀ ଗୁଡ଼ିକୁ ଆପଣଙ୍କ ଦ୍ବାରା ସରକାରଙ୍କ ପାଖରେ ଉପସ୍ଥାପନା କରୁଛୁ।

ଦାବିଗୁଡିକ ମଧ୍ୟରେ ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀଙ୍କୁ ଯୋଗ୍ୟତା ଆଧାରରେ ଆମ୍ଭଙ୍କୁ ପଦୋନ୍ନତି, ଗ୍ରେଡ଼େସନ ପ୍ରଦାନ, ପଦୋନ୍ନତି ସମୟସୀମା ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ, ଅବସର ସମୟସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ରହିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories