www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଘଟଣାସ୍ଥଳ ସଫା କଲେ ସମାଜସେବୀ ଦଳ

ଫୁଲବାଣୀ: ଫୁଲବାଣୀ ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତା ୧୫୭ ନଂ ଜାତୀୟ ରାଜପଥର ଶଙ୍କରାଖୋଲ ନିକଟସ୍ଥ ଡ଼ୁମ୍ବୁରିନାଳ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଭାବେ ପରଚିତଥିବା ବେଳେ ଶେଷରେ ଅଞ୍ଚଳର ସମାଜସେବୀ ମାନେ ଏଥିରେ ହସ୍ତକ୍ଷେପ କରି ରାସ୍ତାକୁ ସଫା କରିଛନ୍ତି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଲଟାବୁଦା ମାଡ଼ି ଆସିଥିବା ସହ ବୁଲାଣି ରାସ୍ତାର ବିରାଟ ବରଗଛ ରହିଛି। ଯାହାରି ଫଳରେ ଯାନ ବାହାନ ଚଳାଚଳ ବେଳେ ଉଭୟ ପାଶ୍ୱରୁ ଦେଖା ଯାଉନଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଅଞ୍ଚଳବାସୀ ବିଭିନ୍ନ ବିଭାଗ ସହିତ ଯୋଗାଯୋଗ କରି ଉଭୟ ପାର୍ଶ୍ବର ଲଟାବୁଦାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ମଧ୍ୟ କେହି ମଧ୍ୟ ଏଥିରେ କର୍ଣ୍ଣପାତ କରିନଥିବା ବେଳେ ଶେଷରେ ଶଙ୍କରାଖୋଲ ଅଞ୍ଚଳର କିଛି ସମାଜସେବୀ ଏକଜୁଟ୍‌‌ ହୋଇ ଶ୍ରମଦାନ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ବଢ଼ି ରହିଥିବା ଲଟାବୁଦାକୁ ସଫା କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories