www.samajalive.in
Sunday, December 14, 2025
23.1 C
Bhubaneswar

ଘଟଗାଁ ମଣ୍ଡଳ ବିଜେପି ସଭାପତି ନିଯୁକ୍ତ

ପାଟଣା: ତାରିଣୀ ମନ୍ଦିରର ପୂଜକ , କୋଦଣ୍ଡଧର ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଜଣାଶୁଣା ସମାଜସେବୀ ରବିନାରାୟଣ ଦେହୁରୀ ଦ୍ୱିତୀୟ ଥର ପାଇଁ ଘଟଗାଁ ମଣ୍ଡଳ ସଭାପତି ଘୋଷିତ ହୋଇଛନ୍ତି। ଜଣେ ଦକ୍ଷ କର୍ମୀ ଓ କର୍ତବ୍ୟନିଷ୍ଠା କ୍ଷେତ୍ରରେ ଚର୍ଚ୍ଚିତ ବ୍ୟକ୍ତିତ୍ଵ ଶ୍ରୀ ଦେହୁରୀଙ୍କ ଉପରେ ଦଳ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ, ସାଂସଦ ଅନନ୍ତ ନାୟକ, ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ସଞ୍ଜୀବ ମହାନ୍ତି ପ୍ରମୁଖଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories