କୋର୍ଟରୁ ଅଭିଯୁକ୍ତ ଚମ୍ପଟ
ରାଉରକେଲା: ଉଦିତନଗରସ୍ଥିତ କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ବିଶ୍ରା ଥାନା ପୁଲିସ କୋର୍ଟରେ ହାଜର କରିବାକୁ ଅଜୀଯୁକ୍ତକୁ ଆଣିଥିଲା । ପୁଲିସକୁ ଚମମା ଦେଖାଇ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଥିଲା। କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ
ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି।
Comments are closed.