www.samajalive.in
Saturday, December 13, 2025
26.1 C
Bhubaneswar

ବାପା ମାଆ ସାମ୍ନାରେ ୨ ବର୍ଷ ଶିଶୁ ଉପରେ ମାଡିଗଲା ହାଇୱା

ଭୁବନେଶ୍ୱର : ବୀରମିତ୍ରପୁରରେ ବାପା ମାଆ ସାମ୍ନାରେ ୨ ବର୍ଷ ଶିଶୁ ଉପରେ ମାଡିଗଲା ହାଇୱା । ଏଭଳି ଏକ ଅଘଟଣ ୧୪୩ ନମ୍ବର ଜାତୀୟ ରାଜପଥ ଲାଲଜୀରାମ୍‌ ପେଟ୍ରୋଲ ପମ୍ପ୍‌ ନିକଟରେ ଘଟିଛି । ପେଟ୍ରୋଲ୍‌ ପମ୍ପ ନିକଟରେ ବାଇକ୍‌ରୁ ଖସି ପଡିଥିବା ୨ ବର୍ଷର ଝିଅ ଉପରେ ହାଇୱା ମାଡି ଯାଇଛି । ଭାରସାମ୍ୟ ହରାଇ ବାଇକ୍‌ରୁ ବାପା ମାଆ ସହ ଖସି ପଡିଥିଲା ଶିଶୁ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇୱା ଶିଶୁ ଉପରେ ମାଡି ଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବସ୍ତାରୁ ୯ ବର୍ଷ ନାବାଳକର ମୃତଦେହ ଉଦ୍ଧାର

ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

- Advertisement -

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories