www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଅଲ୍ଲୁ ଅର୍ଜୁନ ପୁଲିସ ଷ୍ଟେସନରେ ହାଜର ପୂର୍ବରୁ କଲେ ଏମିତି..

ନୂଆଦିଲ୍ଲୀ : ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ୪ ଡିସେମ୍ବରରେ ଫିଲ୍ମ ‘ପୁଷ୍ପା -୨’ ସ୍କ୍ରିନିଙ୍ଗ ସମୟରେ ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏହି ମାମଲାରେ ଅଲ୍ଲୁଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି । ଅଭିନେତା ପୁଲିସ ଷ୍ଟେସନରେ ହାଜର ହେବା ପାଇଁ ପହଞ୍ଚିଛନ୍ତି । ଘରୁ ଅଲ୍ଲୁ ଯିବା ପୂର୍ବରୁ ନିଜ ପତ୍ନୀଙ୍କୁ ଆଲିଙ୍ଗନ କରିବା ସହ ହାତ ମିଳାଇଛନ୍ତି । ତାଙ୍କ ଝିଅ ମଧ୍ୟ ଅଲ୍ଲୁଙ୍କୁ ଗାଡି ନିକଟରେ ଛାଡିଛନ୍ତି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଦେଖନ୍ତୁ ଭିଡିଓ..

ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

- Advertisement -

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

ଆଲୁ ଅର୍ଜୁନଙ୍କ ନାମ ୧୧ ନମ୍ବର ଅଭିଯୁକ୍ତ ଭାବରେ ପଞ୍ଜିକୃତ ହୋଇଥିଲା । ମହିଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଡିସେମ୍ବର ୧୩ରେ ହାଇଦ୍ରାବାଦ ପୁଲିସ ଗିରଫ କରିଥିଲା। ସେହି ଦିନ ତେଲଙ୍ଗାନା ହାଇକୋର୍ଟ ଅଭିନେତାଙ୍କୁ ଚାରି ସପ୍ତାହର ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଏବଂ ଡିସେମ୍ବର ୧୪ ଦିନ ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories