www.samajalive.in
Friday, December 12, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ପବିତ୍ର ଧନୁ ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ଠାରେ ପହିଲି ଭୋଗ ନୀତି, ରାତ୍ର ୨ଟା ୧୫ରେ ହେଲା ଦ୍ଵାର ଫିଟା , ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ବିରି ଓ ଗହମରେ ପ୍ରସ୍ତୁତ ଭୋଗ..

ଅସହ୍ୟ ଜାଡରେ ଥରୁଛି ଓଡିଶା : ରାଜ୍ୟରେ ଶୀତ ଲହରୀ ଜାରି ନେଇ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ..

- Advertisement -

ରାଜଧାନୀ ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା, ଭୁବନେଶ୍ଵରରେ ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ, ରାଉରକେଲାରେ ୫.୭, ଝାରସୁଗୁଡାରେ ୭.୧, କେନ୍ଦୁଝରରେ ୮.୮ ଡିଗ୍ରୀ ରେକର୍ଡ..

ଡିସେମ୍ବର ୧୬ରୁ ବୁଧଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ,କିଣିବେ ଭୂମି,ଯାନ..

ବର୍ତ୍ତମାନ ପାଇଁ ‘ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି, ଓଟିପି ଜରିଆରେ ଇ- କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ, ଇ-କେୱାଇସି ଅପଡେଟ୍‌ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡି ରହିଛି- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

ଖୋର୍ଦ୍ଧା : ୨୯ ମୃତ ବିଦେଶୀ ପକ୍ଷୀ ଉଦ୍ଧାର ସହ ଶିକାରୀ ଗିରଫ, ଚିଲିକା ବାଲିନାସି କୂଳରୁ ବିଦେଶୀ ପକ୍ଷୀର ଶିକାର ଗିରଫ..

ଖୋର୍ଦ୍ଧା ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍ , ୧୦ରୁ ଅଧିକ ଆହତ, କିଛି ଆହତଙ୍କୁ ଖୋର୍ଦ୍ଧା ଓ ଆଉ କିଛି ଆହତଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର..

ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ସ୍ମଗଲର, ମୁନିଗୁଡା ରେଞ୍ଜରେ ହାତୀ ଦାନ୍ତ ଡିଲ ବେଳେ ୫ ମାଫିଆଙ୍କୁ ଗିରଫ କରିଥିଲା ବନ ବିଭାଗ, ତଦନ୍ତ ପାଇଁ ନେବା ବେଳେ ବନ ବିଭାଗ ଟିମ୍ ଉପରେ ଆଖି ବୁଜା ଗୁଳିମାଡ କଲେ ଶିକାରୀ, , ଖାଲି ହାତରେ ଫେରିଲେ ବନ ବିଭାଗ ଅଧିକାରୀ, କୌଣସି ବନ କର୍ମଚାରୀ ଆହତ ହୋଇନଥିବା ସୂଚନା..

ହ୍ୱାଟ୍ସଆପ୍‌; ଚୁଟ୍‌କିରେ ପଢନ୍ତୁ ଗୋଟିଏ କ୍ଲିକ୍‌ରେ ଡିଲିଟ୍‌ ମେସେଜ୍‌..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories