www.samajalive.in
Saturday, December 13, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମହାରାଷ୍ଟ୍ର: ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ୪୦୦ ସାଧୁସନ୍ଥ..

ଭୁବନେଶ୍ୱର ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି..

- Advertisement -

ଗୃହରେ ବିଧାୟକଙ୍କର ଦରମା ଏବଂ ପୂର୍ବତନ ବିଧାୟକମାନଙ୍କର ପେନସନ ବୃଦ୍ଧି ଦାବି..

ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ପରେ ବୁଧବାର ପୁରୀ ଗସ୍ତ.. ଶ୍ରୀଜୀଉଙ୍କୁ ଦର୍ଶନ ସହ ନୌସେନା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ମୁଖ୍ୟ ଅତିଥି..

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର.. ରାଜ୍ୟ ସରକାର ତାଙ୍କ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ କର ଛାଡ଼ କରିଥିବାରୁ ଜଣାଇଛନ୍ତି କୃତଜ୍ଞତା..

ଦେଶର ୩ଟି ନୂଆ ଅପରାଧିକ ଆଇନ ଲାଗୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସୂଚନା.. ଚଣ୍ଡିଗଡରେ ସ୍ୱତନ୍ତ୍ର ଉତ୍ସବରେ ୩ ଆଇନ ଏକସଙ୍ଗେ ଲାଗୁ ହେଲା କହିଲେ.. ପର୍ଯ୍ୟାୟକ୍ରମେ ସାରା ଦେଶରେ ଲାଗୁ ହେବ ୩ ଅପରାଧିକ ଆଇନ..

ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ , ବିପୁଳ ସମ୍ପତ୍ତି ଠାବ, ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା, ଭୁବନେଶ୍ୱରରେ ୬ଟି ପ୍ଲଟ୍‌ ସମେତ ୧୮ଟି ପ୍ଲଟ୍‌ ଠାବ, ସୁନାଗହଣା ମଧ୍ୟ ମିଳିଛି..

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ.. ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦,୧୧ରେ ପ୍ରାର୍ଥିପତ୍ର ଯାଞ୍ଚ, ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, ୨୦ରେ ଭୋଟ୍‌ ଗ୍ରହଣ, ରାଜ୍ୟସଭାରୁ ସୁଜିତ୍‌ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ..

Hot this week

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

Related Articles

Popular Categories