www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଲେ ନୂଆ କଂସ.. ଭୁବନେଶ୍ଵର ପ୍ରଧାନ ନୂଆ କଂସ ଭାବେ ମନୋନୀତ.. ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ୪ ପ୍ରତିଯୋଗୀ..

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ.. ରାୟ ଶୁଣାଇଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ..

- Advertisement -

ନାଟୋ ଦେଶର ଟ୍ରେନକୁ ପୁଟିନଙ୍କ ଟାର୍ଗେଟ.. ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ କ୍ଷେପଣାସ୍ତ୍ର..

ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା ଜାରି.. ମୃତ୍ୟୁ ସଂଖ୍ୟା ୧୩୦ ଟପିଲା.. ପରିସ୍ଥିତି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ..

ଆଇସିସି ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କଲେ ଜୟ ଶାହା..

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଚୟନ ସରିଛି.. କେବଳ ଘୋଷଣା ବାକି ରହିଛି ବୋଲି ସୂଚନା ଦେଲେ ବିଜେପି ନେତା ରାଓସାହେବ ଦାନଭେ.. କହିଲେ-ମହାରାଷ୍ଟ୍ରବାସୀ ଜାଣନ୍ତି କିଏ ହେବେ ମୁଖ୍ୟମନ୍ତ୍ରୀ..

ଆପ୍‌ର ବଡ ଘୋଷଣା.. ଦିଲ୍ଲୀରେ ହେବନି ମେଣ୍ଟ.. ଏକା ଲଢିବ ନିର୍ବାଚନ..

ନୌସେନା ଦିବସ ପାଇଁ ହାଇ ସିକ୍ୟୁରିଟି ବଳୟରେ ପୁରୀ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories