www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆସନ୍ତା ୨୪ ତାରିଖରେ ଆସିବ ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା , ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା , ସୁନ୍ଦରଗଡରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଦିଆଯିବ ତୃତୀୟ ପର୍ଯ୍ୟାୟ ଟଙ୍କା..

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର: ଉସୁର-ବୁସାଗୁଡା-ପାମେଡ ଅଞ୍ଚଳରେ ଗୁଳି ବିନିମୟ, ଯବାନଙ୍କ ପାଲଟା ଗୁଳିରେ ଟଳିଲେ ଦୁଇ ମାଓବାଦୀ, ବିପୁଳ ମାରଣାସ୍ତ୍ର ଜବତ..

- Advertisement -

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ , ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ୫୦ ବଲରୁ ୧୦୭ ରନ୍ କରି ସଞ୍ଜୁ ସାମସନ୍ ଙ୍କ ଜବରଦସ୍ତ ଇନିଂସ୍ , ୨୦୨ ଟାର୍ଗେଟରେ ୧୪୧ ରନ୍ କରି ଦକ୍ଷିଣ ଆଫ୍ରିକା ଅଲଆଉଟ୍..

୧୫ ନଭେମ୍ବରରେ ଶନି ଚଳନ ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ଅନୁଗୁଳ: ହାତୀ ଘଉଡାଇବାବେଳେ ବୃଦ୍ଧଙ୍କୁ ଦଳିଲା ଦନ୍ତା , ବଅଁରପାଳ ଥାନା ସନ୍ତ୍ରୀ ନଳଚନ୍ଦ୍ରପୁର ଗାଁରେ ବୃଦ୍ଧଙ୍କ ମୃତ୍ୟୁ , ଧାନ ବିଲରୁ ହାତୀ ଘଉଡାଇବାବେଳେ ଅଘଟଣ..

କନ୍ଧମାଳକୁ ଛୁଇଁଲା ଶୀତ: ପହିଲି ଶୀତ ସହ ଜିଲ୍ଲାରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ, ଶୁକ୍ରବାର ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ..

ନଭେମ୍ବର ୨୪ରେ ଏମାନଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ

ମୋ ବସର ମଦ୍ୟପ ଡ୍ରାଇଭରଙ୍କୁ ସାବାଡ୍ ପାଇଁ ଆକ୍ସନ ମୋଡରେ କ୍ରୁଟ୍ , ଡ୍ୟୁଟି ବେଳେ ମଦ୍ୟପାନ କରିବା ଅଭିଯୋଗରେ ଗାଇଡ୍ କ୍ୟାପଟେନ୍ ନିଲମ୍ବିତ, ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଡ୍ରାଇଭର ମାନଙ୍କ ମଦ୍ୟପାନ ପରୀକ୍ଷଣ ପାଇଁ ନିଷ୍ପତ୍ତି, ନିୟମ ନମାନିଲେ ୬ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ..

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ! ଓଡିଶାରେ ନାହିଁ ପ୍ରଭାବ..

ପଶ୍ଚିମବଙ୍ଗ: ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ , ହାଓ୍ବଡା ନାଲପୁର ଷ୍ଟେସନ ନିକଟରେ ଅଘଟଣ, ଟ୍ରେନର ୩ଟି ବଗି ଲାଇନଚ୍ୟୁତ ;ହୋଇଥିବା ସୂଚନା , ମୃତାହତ ନେଇ ମିଳିନି ସୂଚନା, ୧୫ ଯାତ୍ରୀ ଆହତ ହୋଇଥିବା ସୂଚନା..

ବାଙ୍କୀରେ ଅଘଟଣ; ଦାଦାବଟି ମାଗିବାକୁ ନେଇ ଠିକାଦାରଙ୍କ ଜେସିବି ମେସିନ୍ ଉପରକୁ ବୋମାମାଡ , ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି..

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ: ରେଲଓ୍ବେ ପକ୍ଷରୁ ବସ୍ ବ୍ୟବସ୍ଥା କରାଯାଇ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଗଲା , ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ପୁନରୁଦ୍ଧାର କାମ ଆରମ୍ଭ..

ସିକନ୍ଦରାବାଦ -ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ, ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି , ଖଡଗପୁର ହେଲ୍ପ ଲାଇନ୍ ନଂ-୬୩୭୬୪, ୦୩୨୨୨୯-୩୭୬୪..

ପାକିସ୍ତାନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା ଏକ ରେଳ ଷ୍ଟେସନରେ ବିସ୍ଫୋରଣ, ୨୧ ମୃତ ଓ ୩୦ରୁ ଅଧିକ ଆହତ
ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ..

ଭୁବନେଶ୍ୱର : ବଡଗଡରେ ଥିବା ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ..

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଆୟକର ଚଢ଼ାଉ, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories