www.samajalive.in
Saturday, December 6, 2025
17.1 C
Bhubaneswar

୧୫ ନଭେମ୍ବରରେ ଶନି ଚଳନ ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ଶନିଙ୍କୁ ନ୍ୟାୟର ଦେବତା ବୋଲି ମାନ୍ୟତା ରହିଛି । କର୍ମ ଅନୁଯାୟୀ ଶନି ଦେବତା ଫଳ ପ୍ରଦାନ କରି ଥାଆନ୍ତି । ଅନୁଶାସନ ଓ ନ୍ୟାୟ ପ୍ରିୟ ଶନି ରାଶି ପରିବର୍ତ୍ତନ କରିବା ଦ୍ୱାରା ୧୨ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । କିଛି ରାଶି ବ୍ୟକ୍ତି ବିଶେଷ  ଖୁବ୍‌ ଭାଗ୍ୟଶାଳୀ ହୋଇଥାଆନ୍ତି । ଶନି ଦେବତା ୧୫ ନଭେମ୍ବର ସନ୍ଧ୍ୟା ୫ଟା ୯ମିନିଟ୍‌ରେ କୁମ୍ଭ ରାଶିରେ ସିଧାସଳଖ କରିବେ । ଜାଣନ୍ତୁ କେଉଁ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ମେଷ – ଏହି ରାଶି ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଖୁବ୍‌ ମଜଭୁତ ହେବ । ଚାକିରିରେ ଶୁଭଫଳ ମିଳିବା ସହ ବଡ ଦାୟିତ୍ୱ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।

- Advertisement -

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମନପସନ୍ଦ ଓ ଇଚ୍ଛା ଅନୁଯାୟୀ ଫଳ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନ-ସମ୍ମାନ ବୃଦ୍ଧି ହେବ ।

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ମିଳିବ । ଟଙ୍କା ଅଧିକ ସଞ୍ଚୟ କରିବେ । ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ସଫଳତା ପ୍ରାପ୍ତି ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ବ୍ୟବସାୟୀ ପୂର୍ବ ଅପେକ୍ଷା ଅଧିକ ଲାଭବାନ୍‌ ହେବେ । ପରିବାର ସହ ଯାତ୍ରା କରିବାର ଯୋଗ ରହିଛି ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories