www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜଳେଶ୍ୱର : ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ବେଳାଭୂମିରୁ ଧରା ହେଲା ବଉଳା କୁମ୍ଭୀର..

ଗଞ୍ଜାମ : ବାଘ ପାଇଁ ଅଞ୍ଚଳବାସୀ ଭୟଭୀତ, ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ପାଦ ଚିହ୍ନ ମାପିବା ସହ ଲୋକଙ୍କୁ ସତର୍କ କଲା ବନ ବିଭାଗ..

- Advertisement -

୧୫୦ ଗୋରୁ ଉଦ୍ଧାର ,୧୦ ଅଟକ..

ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ଚମକିବ ଭାଗ୍ୟ..

ଆନନ୍ଦପୁର: କରଞ୍ଜିଆ ରାସ୍ତାରେ ଚଢାଉ କରି ଧରିଲା ପୁଲିସ
୨ଟି ଟ୍ରକ୍ ଓ ୨ଟି ପିକଅପରେ ଚାଲାଣବେଳେ ଧରିଲା ପୁଲିସ..

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ
ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଧମକପୂର୍ଣ୍ଣ ମେସେଜ୍..

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୨ ଆତଙ୍କୀ ନିହତ..

କଣ୍ଟାବାଞ୍ଜି : ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବା ବେଳେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଲୁଟ୍‌..
ଜମ୍ମୁ-କାଶ୍ମୀର ସୋପୋରରେ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ..

ଟାଙ୍ଗିଆ ଲଗାଇ ଭାଇ-ଭଉଣୀ ଠାରୁ ୭ ଲକ୍ଷ ଲୁଟ୍‌..

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories