ଟାଙ୍ଗିଆ ଲଗାଇ ଭାଇ-ଭଉଣୀ ଠାରୁ ୭ ଲକ୍ଷ ଲୁଟ୍..
କଣ୍ଟାବାଞ୍ଜି : ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଶୁକ୍ରବାର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାୟ ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲ୍ୟାପ୍ଟପ୍ ଓ ବ୍ୟାଙ୍କ ଚେକ୍ ଲୁଟି ନେଲେ ଦୁର୍ବୃତ୍ତ। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍ରେ ଯିବା ବେଳେ ଏହି ଲୁଟ୍ର ଶିକାର ହୋଇଛନ୍ତି । ମୁରିବାହାଲ ଥାନା ପଟ୍ଟାମରା-ହଳଦି ଯିବା ରାସ୍ତାରେ ଲୁଟ୍ ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ବାଇକ୍ରେ ଆସି … Continue reading ଟାଙ୍ଗିଆ ଲଗାଇ ଭାଇ-ଭଉଣୀ ଠାରୁ ୭ ଲକ୍ଷ ଲୁଟ୍..
Copy and paste this URL into your WordPress site to embed
Copy and paste this code into your site to embed