www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଆନ୍ତଃକଲେଜ ଖୋଖୋ ପ୍ରତିଯୋଗିତା

ବୁର୍ଲା:ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆନ୍ତଃକଲେଜ ମହିଳା ଓ ପୁରୁଷ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପୁରୁଷ ବର୍ଗରେ କୁଲୁଣ୍ଡିର ଜିସିପିଇ ବିଜେତା ହୋଇଥିବା ବେଳେ ବୀରମିତ୍ରପୁରର ଏସଏସ କଲେଜ ଉପବିଜେତା ହୋଇଛି। ସେହିପରି ମହିଳା ବର୍ଗରେ ରାଉରକେଲାର ଗାନ୍ଧୀ ମହାବିଦ୍ୟାଳୟ ବିଜେତା ଓ ବୀରମିତ୍ରପୁରର ଏସଏସ କଲେଜ ଉପବିଜେତା ହୋଇଛି। ଉଦଘାଟନୀ ଉତ୍ସବରେ ଏମବିଏ ବିଭାଗର ପ୍ରଫେସର ଦେବେନ୍ଦ୍ର ମହାଲିକ ଓ ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ମଳୟ ମହାନନ୍ଦ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ପରୀକ୍ଷା ନିୟନ୍ତ୍ରକ ପ୍ର.ପ୍ରଭାତ ସାହୁ ଓ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ର.ଚନ୍ଦ୍ରଶେଖର ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ। ଓଡ଼ିଶା ଖୋଖୋ ସଂଘର ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥଙ୍କ ସହ ଚିତ୍ତରଞ୍ଜନ ପଣ୍ଡା, ଜଗବନ୍ଧୁ ବେହେରା, କିଶୋର ପଣ୍ଡ, ଶାନ୍ତ ରଣବିଡ଼ା, ନାରାୟଣ ପଥାନ, ସତ୍ୟ ପଣ୍ଡା, ଉମେଶ ପାଣିଗ୍ରାହୀ, ବିଭୁଦତ୍ତ ପଥାନ, ମିନୁ ନାଏକ ଓ ଆଦିତ୍ୟ ମେହେର ପ୍ରତିଯୋଗିତା ପରିଚାଳନା କରିଥିଲେ।

ବାସ୍‌ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories