www.samajalive.in
Tuesday, December 9, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; ଜଙ୍ଗଲରୁ ହଠାତ୍‌ ଖେଳପଡିଆକୁ ଆସିଲା ହାତୀ, ତା’ପରେ ପିଲାଙ୍କ ସହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଓ ମନଛୁଆଁ ଭିଡିଓ ବେଶ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନ ଆକର୍ଷିତ କରୁଛି । ପଡିଆରେ ଫୁଟ୍‌ବଲ୍‌ ଖେଳୁଥିବା ପିଲାଙ୍କ ନିକଟକୁ ହଠାତ୍‌ ଜଙ୍ଗଲରୁ ଆସି ଏକ ହାତୀ ଫୁଟ୍‌ବଲ୍‌ ଖେଳୁଛି । ପିଲାମାନେ ମଧ୍ୟ ବେଶ ହସଖୁସିର ସହ ହାତୀ ସହ ଫୁଟ୍‌ବଲ୍‌ ଖେଳୁଥିବା ଦେଖିପାରିବେ ।

ବାସ୍‌ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..

- Advertisement -

ଭିଡିଓରେ ଦେଖିପାରିବେ, ହାତୀ ହଠାତ୍‌ ଜଙ୍ଗଲରୁ ପିଲାଙ୍କ ଖେଳପଡିଆକୁ ଆସୁଛି । ପ୍ରଥମେ ହାତୀକୁ ଦେଖି ପିଲାମାନେ ଭୟଭୀତ ହୋଇ ଯାଇଥିଲେ । କିଛି ସମୟ ପରସ୍ପରକୁ ଚାହିଁବା ପରେ ହାତୀ ଶାନ୍ତ ହୋଇ ରହିଥିବା ଦେଖାଯାଉଛି । ଏହାପରେ ପଡିଆ ମଝିକୁ ଆସି ପିଲାମାନଙ୍କ ଭଳି ହାତୀ ମଧ୍ୟ ଫୁଟ୍‌ବଲ୍‌ ଖେଳୁଛି । ପିଲାମାନେ ମଧ୍ୟ ବେଶ ଖୁସି ହେଉଥିବା ଦେଖିପାରିବେ । ହାତୀ ମଧ୍ୟ ଫୁଟବଲ୍‌ ଖେଳର ଆନନ୍ଦ ନେଉଥିବା ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories