www.samajalive.in
Saturday, December 13, 2025
26.1 C
Bhubaneswar

ଗୋବର୍ଦ୍ଧନ ପୂଜା ଉତ୍ସବ ସମୟରେ ହତ୍ୟାକାଣ୍ଡ, ୨ ଅଟକ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଶାସନ ଥାନା ଅନ୍ତର୍ଗତ ଝାରଘାଟି ଗ୍ରାମରେ ଶନିବାର ଗୋବର୍ଦ୍ଧନ ପୂଜା ଉତ୍ସବ ଚାଲିଥିବା ସମୟରେ ଜଣେ ଯୁବକଙ୍କ ହତ୍ୟା ହୋଇଛି। ଶାସନ ଥାନା ଅଧିକାରୀ ଦିଲିପ ସ୍ୱାଇଁଙ୍କ ସୂଚନାନୂଯାୟୀ, ଏହି ପୂଜା ସମୟରେ କୃଷ୍ଣ ଗୁରୁ ନୃତ୍ୟ ଚାଲିଥିବା ସମୟରେ ବିଳମ୍ବିତ ରାତ୍ରି ପ୍ରାୟ ୨ଟା ୫୦ ମିନିଟରେ ରେଙ୍ଗାଲି ଅଞ୍ଚଳ କିଛି ଯୁବକ ଗଣ୍ଡୋଗଳ କରିଥିଲେ । ଏହାକୁ ନେଇ ଆୟୋଜକ କମିଟି ଓ ଉକ୍ତ ଯୁବକ ମାନଙ୍କ ମଧ୍ୟରେ ବିବାଦ ହୋଇ କଥା ମାଡପିଟ ପର୍ଯ୍ୟନ୍ତ ଯାଇଥିଲା । ମାଡପିଟ ସମୟରେ ରେଙ୍ଗାଲି ଅଞ୍ଚଳର ଅନୁରୋଧ ବାଗ ନାମକ ଜଣେ ୧୮ ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଏକ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚାଲିଛି ବୋଲି ଶାସନ ଥାନା ଅଧିକାରୀ କହିଛନ୍ତି।

ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories