ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

କେଶକୁ ସୁସ୍ଥ ରଖିବା ପାଇଁ ତେଲର ବ୍ୟବହାର କରାଯାଏ । ତେଲ ଲଗାଇବା ଦ୍ୱାରା କେଶ ମଜଭୁତ ହୋଇଥାଏ । ମହିଳାଙ୍କ ତୁଳନାରେ ପୁରୁଷମାନେ ନିୟମିତ ତେଲର ବ୍ୟବହାର କରି ଥାଆନ୍ତି । କେଶ ବ୍ୟତୀତ ଶରୀରରେ ମଧ୍ୟ ତେଲ ମାଲିସ କରିବା ଦ୍ୱାରା ଶରୀର ସୁସ୍ଥ, ଚିକ୍କଣ ରହିଥାଏ । ବିଶେଷ କରି ଶୀତ ଦିନରେ ଶରୀରରେ ତେଲ ମାଲିସ୍‌ କରିବା ଦ୍ୱାରା ଶୁଷ୍କତା ସମସ୍ୟା ଦୂର ହୋଇଥାଏ । ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ … Continue reading ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..