www.samajalive.in
Monday, December 8, 2025
13.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା..
ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ..

ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ,ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ। ହାଇକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦ୍ୱନ୍ଦ୍ୱର ସମାଧାନ ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ..

- Advertisement -

ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ‘ମୋ ବସ୍‌’ ଧକ୍କାରେ ୨ ଗୁରୁତର; କଟିଗଲା ଯୁବତୀଙ୍କ ହାତ..

ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

ବଲାଙ୍ଗୀର ଜିଲାରେ ୬୨୧ କୋଟି ଟଙ୍କା ବ୍ୟୟରେ ୨୭ଟି ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ତୁଷୁରାରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ, ଖର୍ଚ୍ଚ ହେବ ୬୬ କୋଟି ଟଙ୍କା..

ଢେଙ୍କାନାଳ: ମାଲବାହୀ ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ , ସଦର ରେଞ୍ଜ ମେରାମଣ୍ଡଳୀ ଷ୍ଟେସନ ନିକଟରେ ଦୁର୍ଘଟଣା, ହାତୀଟି ରେଳ ଲାଇନ୍ ପାର୍ ହେଉଥିବାବେଳେ ପିଟିଲା ମାଲବାହୀ ଟ୍ରେନ୍, ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସର ତଦନ୍ତ ଜାରି..

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ସୁନ୍ଦରଗଡରେ ମର୍ମନ୍ତୁଦ ଦୁର୍ଘଟଣା: ସଙ୍କୀର୍ତ୍ତନ ସାରି ଫେରୁଥିବା ବେଳେ ଟ୍ରେଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ, ୬ ମୃତ, ୭ ଆହତ..

ନୟାଗଡ଼: ନୟାଗଡ଼ ଜିଲା ଫତେଗଡ଼ ଥାନା ଅନ୍ତର୍ଗତ ବଡ଼ସହରାରେ ବର୍ବରତା, ଯୁବକଙ୍କ ହାତଗୋଡ଼କୁ ଗଛରେ ବାନ୍ଧି କାଠ ଫାଳିଆରେ ପିଟିଲେ ଲୋକେ, ଭିଡିଓ ଭାଇରାଲ ହେବା ପରେ ପୁଲିସର ତଦନ୍ତ ଆରମ୍ଭ, ସବୁ ଅଭିଯୁକ୍ତ ଫେରାର..

ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପ୍ରତିବାଦରେ ୧୨ ଘଣ୍ଟିଆ ଜୟପୁର ବନ୍ଦ , ସିଟି ଜିଏସଟି ଏନଫୋର୍ସମେଣ୍ଟ ଅଫିସ ଘେରିଲା ଜୟପୁର ଚାମ୍ବର ଅଫ୍ କମର୍ସ , ଘେରାଉରେ ସାମିଲ ହେଲେ ଜୟପୁର ବିଧାୟକ ତାରା ବାହିନୀପତି..

‘ଭୁଲ୍‌ ଭୁଲୈୟା ୩’,‘ସିଙ୍ଘମ ଏଗେନ୍‌’ ଜାଣନ୍ତୁ ପ୍ରଥମ ଦିନରେ କିଏ ମାରିଲା ବାଜି..

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories