www.samajalive.in
Friday, December 12, 2025
15.1 C
Bhubaneswar

ଦୀପାବଳି ପାଇଁ ସ୍ଵତନ୍ତ୍ର ମିଠା, ଦାମ୍ ୧୪ ହଜାର

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ପ୍ରତିବର୍ଷ ଦୀପାବଳି ଉପଲକ୍ଷେ ସ୍ଵତନ୍ତ୍ର ମିଠାର ଆସର ଦେଖିବାକୁ ମିଳେ। ଦୀପାବଳିରେ ମିଠା ଏଠାରେ ଏକ ପରମ୍ପରା। ଚଳିତଥର ଅମରାବତୀରେ ଏକ ଦୋକାନୀ ସ୍ଵତନ୍ତ୍ର ପ୍ରକାର ମିଠା ପ୍ରସ୍ତୁତ କରିଛନ୍ତି, ଯାହାର ନାଁ ହେଉଛି ‘ସୋନେରି ଭୋଗ’ ଏବଂ ଏହାର ଦାମ କିଲୋଗ୍ରାମ ପିଛା ୧୪ ହଜାର ଟଙ୍କା।

ଏହି ମିଠା ବାଦାମ, କାଜୁ, କିସ୍‌ମିସ୍‌ ଏବଂ ପିସ୍ତାରେ ପ୍ରସ୍ତୁତ ହୋଇଛି। ଏହାର ଦାମ ଅଧିକ ରହିବା ପଛର କାରଣ ହେଉଛି ମିଠାର ନାମ ‘ସୋନେରି ଭୋଗ’। ଏହାର ଅର୍ଥ ହେଉଛି ମିଠାର ନାମକରଣ ଅନୁସାରେ ଏଥିରେ ସୁନା ବ୍ୟବହାର କରାଯାଇଛି। ମିଠା ଉପରେ ଏକ କୋଟିଂ ଦିଆଯାଇଛି, ଯାହା ୨୪ କାରାଟ ସୁନାରେ ତିଆରି। ଗତବର୍ଷ ବି ଉକ୍ତ ଦୋକାନୀ ବିଶେଷକରି ଦୀପାବଳି ପାଇଁ ଏପରି ମିଠା ପ୍ରସ୍ତୁତ କରିଥିଲେ। ଚଳିତଥର କିନ୍ତୁ ମୂଲ୍ୟ ୩ ହଜାର ଟଙ୍କା ଅଧିକ ରହିଛି। କାରଣ ସୁନା ଦାମ ବୃଦ୍ଧି ଯୋଗୁ ମୂଲ୍ୟ ବଢ଼ିଥିବା ଦୋକାନୀ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories