www.samajalive.in
Saturday, December 6, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବାତ୍ୟା ‘ଦାନା’ ପ୍ରଭାବ, ଅକ୍ଟୋବର ୨୪ ତାରିଖରେ ୭ ଜିଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ..

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’
୨୪ ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା..

- Advertisement -

ସ୍ଥଳଭାଗ ଛୁଇଁବା ବେଳେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିବ
ଆଜି ସନ୍ଧ୍ୟାରୁ ଉପକୂଳରେ ପ୍ରବଳ ବର୍ଷବ..

ମାତ୍ର ୪ ଦିନ ପରେ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ଶୁକ୍ରଙ୍କ ରାଶି ପରିବର୍ତ୍ତନ, ହଠାତ୍‌ ହେବ ଧନ ଲାଭ, ବିବାହ..

ବାତ୍ୟା ‘ଦାନା’ ପାଇଁ ଆସନ୍ତା ୨୭ରେ ହେବାକୁ ଥିବା ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ.. ୭ ଦିନ ମଧ୍ୟରେ ନୂଆ ତାରିଖ ଧାର୍ଯ୍ୟ ହେବ..

କେନ୍ଦୁଝର: ପୋଖରୀରେ ବୁଡ଼ି ମାଆ, ପୁଅ ଓ ଝିଅ ମୃତ
ଘଟଗାଁ ଥାନା ପାଣୁପଶି ଗାଁରେ ବୁଡ଼ିଗଲେ ମାଆ, ପୁଅ, ଝିଅ..

ବାତ୍ୟା ‘ଦାନା’; ଆଜି ସନ୍ଧ୍ୟା ପରଠାରୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ
ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ..

ଅକ୍ଟୋବର ୨୪ରେ ଅତି ପ୍ରବଳ ବର୍ଷା ନେଇ ୪ ଜିଲା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକକୁ ରେଡ୍‌ ୱାର୍ଣ୍ଣିଂ ଜାରି
କଟକ ଏସସିବିରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌..

ବାତ୍ୟା ‘ଦାନା’ ଏହି ୪ ଜିଲାରେ ରହିବ ବେଶି ପ୍ରଭାବ, ଆସିବ ସାମୁଦ୍ରିକ ଜୁଆର- ଆଇଏମଡି ଡିଜି..

ଚେନ୍ନାଇର ଏକ କମ୍ପାନୀ ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ୱାକ୍ଷର
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର..

ଏସସିବିରେ ସିଟିଭିଏସ୍‌‌ ବିଭାଗରେ ପ୍ରତିଷ୍ଠା ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌‌
ୱାୟନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା ଗାନ୍ଧୀ..

ନାମାଙ୍କନପତ୍ର ଦାଖଲ ସମୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ..

ବାତ୍ୟା ଦାନା ପାଇଁ ଆଜି ଠାରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ..

ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଠାରୁ ୨୫ ମଧ୍ୟରେ ୧୯୮ ଅଧିକ ଟ୍ରେନ ବାତିଲ କଲା ରେଳ ବିଭାଗ..

ଦେଖନ୍ତୁ ଭିଡିଓ; ଶୋଇବା ଘର ଖଟ ତଳେ ଥିଲେ ୨ଟି ବିଷାକ୍ତ ସାପ, ଆଉ ତା’ପରେ..

ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ : ପଞ୍ଜାବରୁ ଭୁବନେଶ୍ଵର ଆସିଲେ ୫ଟି ଏନଡିଆରଏଫ୍ ଟିମ୍, ପ୍ରଭାବିତ ୫ ଜିଲ୍ଲାରେ ହେବେ ମୁତୟନ, ବିପର୍ଯ୍ୟୟର ମୁକାବିଲା ଓ ଉଦ୍ଧାର ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିଙ୍କ ସମୀକ୍ଷା

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories