ଦେଖନ୍ତୁ ଭିଡିଓ; ଶୋଇବା ଘର ଖଟ ତଳେ ଥିଲେ ୨ଟି ବିଷାକ୍ତ ସାପ, ଆଉ ତା’ପରେ..

ନୂଆଦିଲ୍ଲୀ : ନିଜ ଦୈନନ୍ଦିନ କାମ ସାରି ଜଣେ ପରିବାର ଶୋଇବାକୁ ଯିବା ସମୟରେ ଏପରି ଏକ ଘଟଣା ଘଟିଲା, ଯାହା ଖୁବ୍‌ ଭୟଙ୍କର ଥିଲା । ନିଜ ଶୋଇବା କକ୍ଷର ଖଟ ତଳେ ଉକ୍ତ ପରିବାର ଗୋଟିଏ ନୁହେଁ ବରଂ ୨ଟି ବିଷାକ୍ତ ସାପ ଖେଳୁଥିବା ଦେଖିଥିଲେ । ଏହି ଘଟଣା କ୍ୟାମେରାରେ କଏଦ ହେବା ସହ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଘଟଣାଟି ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ … Continue reading ଦେଖନ୍ତୁ ଭିଡିଓ; ଶୋଇବା ଘର ଖଟ ତଳେ ଥିଲେ ୨ଟି ବିଷାକ୍ତ ସାପ, ଆଉ ତା’ପରେ..