ବାତ୍ୟା ‘ଦାନା’ ଏହି ୪ ଜିଲାରେ ରହିବ ବେଶି ପ୍ରଭାବ, ଆସିବ ସାମୁଦ୍ରିକ ଜୁଆର- ଆଇଏମଡି ଡିଜି..

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ଏହାର ବେଶି ପ୍ରଭାବ ରହିବ । ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି । ଏହାସହ ଅନ୍ୟ ପାଶ୍ୱବର୍ତ୍ତୀ ଜିଲା ପୁରୀ,ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ । … Continue reading ବାତ୍ୟା ‘ଦାନା’ ଏହି ୪ ଜିଲାରେ ରହିବ ବେଶି ପ୍ରଭାବ, ଆସିବ ସାମୁଦ୍ରିକ ଜୁଆର- ଆଇଏମଡି ଡିଜି..