www.samajalive.in
Sunday, December 14, 2025
26.1 C
Bhubaneswar

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

ଗ୍ରହଙ୍କ ସେନାପତି ମଙ୍ଗଳ ୨୦ ଅକ୍ଟୋବର ୨୦୨୪ରେ କର୍କଟ ରାଶିରେ ଚଳନ କରିଛନ୍ତି । ଫଳରେ ଶନି ଗ୍ରହଙ୍କ ସହ ଷଡଅଷ୍ଟକ ଯୋଗ ସୃଷ୍ଟି ହୋଇଛି । ଏହି ଯୋଗ ଫଳରେ ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ସେହିପରି ମଙ୍ଗଳ ୨୩ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ । ଜାଣନ୍ତୁ କେଉଁ ରାଶି ଭାଗ୍ୟଶାଳୀ ହେବେ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ସାହସ ଓ ପରାକ୍ରମ ବଢିବ । ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ । ମନ ମୁତାବକ ପଦ, ଟଙ୍କା ମିଳିବ । ସଫଳତା ହାସଲ କରିବେ ।

- Advertisement -

ମିଥୁନ- ମଙ୍ଗଳ ଚଳନ କରିବାରେ ପରେ ସୃଷ୍ଟି ହେଉଥିବା ଏହି ବିଶେଷ ଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । କାର୍ଯ୍ୟରେ ସଫଳତା ମିଳିବା ସହ ମାନ-ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ରହିଛି । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।

ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..

ତୁଳା – ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚ ଲକ୍ଷ୍ୟ ହାସଲ କରିବେ । ଧନ ସମ୍ପତ୍ତି ବୃଦ୍ଧି ହେବ ।

କୁମ୍ଭ  – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି ଓ ବ୍ୟବସାୟରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ଜୀବନ ସୁଖମୟ ହେବ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories