୪ବର୍ଷରେ ୧୮ହଜାର ଏମବିବିଏସ୍, ୧୩ହଜାର ପିଜି ଆସନ ବଢିଛି
ଅହମଦାବାଦ : ବିଜେପି ନେତୃତ୍ବ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବୃଦ୍ଧି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁଯାୟୀ ବିଗତ ୪ବର୍ଷ ମଧ୍ୟରେ ଦେଶରେ ଏମବିବିଏସ୍ ଆସନ ସଂଖ୍ୟା ୧୮ହଜାରରୁ ଅଧିକ ବୃଦ୍ଧି କରାଯାଇଥିବାବେଳେ ସ୍ନାତ୍ତକୋତ୍ତର ଆସନ ସଂଖ୍ୟା ୧୩ହଜାରରୁ ଅଧିକ ବୃଦ୍ଧି କରାଯାଇଛି।