www.samajalive.in
Sunday, December 14, 2025
15.1 C
Bhubaneswar

୩ କୋଟି ବୀମା ଧାରକଙ୍କ ତଥ୍ୟ ଚୋରି

ସମାଜ ଡିଜିଟାଲ ଡେସ୍କ: ଷ୍ଟାର ହେଲ୍‌ଥ ବୀମା କମ୍ପାନୀର ୩ କୋଟି ୨୦ ଲକ୍ଷ ଗ୍ରାହକଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି। ଜଣେ ହ୍ୟାକର ଏହି ତଥ୍ୟ ଚୋରି କରିନେଇଥିବା ଦାବି କରିଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ଗ୍ରାହକଙ୍କ ତଥ୍ୟ ଲିକ୍‌ କରାଯାଇଥିବା ହ୍ୟାକର ଜଣକ ସୂଚନା ଦେଇଛି। ଏହି ତଥ୍ୟ ସଂଗ୍ରହ କରିବା ପରେ ପ୍ରାୟ ୫୭ ଲକ୍ଷ ଟଙ୍କାରେ ସେସବୁକୁ ବିକ୍ରି କରିବା ପାଇଁ ହ୍ୟାକର ଜଣକ ସାମାଜିକ ଗଣମାଧ୍ୟମରେ ତାହାକୁ ପ୍ରଘଟ କରାଇଛି।

କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ଵୀକାର କରାଯାଇଛି। କମ୍ପାନୀ ସର୍ଭର ଉପରେ ସାଇବର ଆକ୍ରମଣ ହୋଇଥିବା କୁହାଯାଇଛି। ଏହାର ତଦନ୍ତ କରାଯାଉଛି। xenZen ନାମରେ ହ୍ୟାକର ଜଣକ ଏସବୁ ସମ୍ବେଦନଶୀଳ ତଥ୍ୟକୁ ଲିକ୍‌ କରିବା ନେଇ ସ୍ପଷ୍ଟ କରିଥିବାବେଳେ କମ୍ପାନୀ ପକ୍ଷରୁ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories