ସରକାରୀ କୋଠାର ରଙ୍ଗ ବଦଳିବ

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ସରକାରୀ କୋଠାର ରଙ୍ଗ ବଦଳିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । କୋଠା ନବୀକରଣ ସମୟରେ କିମ୍ବା ମରାମତି ସମୟରେ କମଳା ଓ ନାଲି ରଙ୍ଗ ବ୍ୟବହାର ହେବ ବୋଲି କୁହାଯାଇଛି । କୋଠାର ବାହାର ପଟ କମଳା ରଙ୍ଗ ଓ ନାଲି ବର୍ଡର ରହିବା ନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।

Comments are closed.